ସମ୍ପର୍କ
ସମ୍ପର୍କ
1 min
6.8K
ବାପା ମାଆ ଦୁହେଁ ଶିକ୍ଷା ଦୀକ୍ଷା ଗୁରୁ
କେନ୍ଦ୍ରବିନ୍ଦୁ ଜୀବନର
ତାଙ୍କ ଠାରୁ ଶ୍ରେଷ୍ଠ ବ୍ରହ୍ମାଣ୍ଡେ କେ ନାହିଁ
ସ୍ୱୟଂ ଚଳନ୍ତି ଠାକୁର
ଭାଇ ଓ ଭଉଣୀ କ୍ଷୀର ନୀର ପରି
ଅସରନ୍ତି ସ୍ନେହ ଭାବ
ପବିତ୍ର ସମ୍ପର୍କ ହୃଦରୁ ଯୋଡିଲେ
ସାରା ସଂସାର ହସିବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©