STORYMIRROR

Arun Dash

Others

2  

Arun Dash

Others

ସଳଖ ଦୃଷ୍ଟି - ୩

ସଳଖ ଦୃଷ୍ଟି - ୩

1 min
485


କେତେ ତୁ ପାଇଲୁ କେତେ ହରାଇଲୁ

ଏଇ ଆଉ ବର୍ଷେ ଗଲା;

ମରିବା ଆଗରୁ ହଜାରେ ମରିଲୁ

ବଞ୍ଚିବା ଜମା ନୋହିଲା;

ଇଏ କି ଜୀବନ ଭଲା!

କାହା ମୁଖେ ଯଦି ହସ ଧାରେ ସୁଦ୍ଧା

ତୋ ଜିଁଇବା ନ ଆଣିଲା?


Rate this content
Log in