STORYMIRROR

Arun Dash

Others

3  

Arun Dash

Others

ସଳଖ ଦୃଷ୍ଟି - ୨

ସଳଖ ଦୃଷ୍ଟି - ୨

1 min
435


ବିବେକୀ କଲମ ଦିନେ ଆଣୁଥିଲା

ବିପ୍ଳବ ସମାଜ ପାଇଁ।

ଅର୍ଥ, ବଳ ସବୁ ଅସମର୍ଥ ଥିଲା

ସ୍ୟାହି ଶୁଖାଇବା ପାଇଁ।

ଆଜି, ତୋଷାମଦ ଅଟେ ସ୍ୟାହି!

ବିବେକ, କଲମ କଥା ନ ହୁଅନ୍ତି

ସମୟକୁ ଦେଇ ଦ୍ୱାହି।


Rate this content
Log in