STORYMIRROR

Arun Dash

Others

2  

Arun Dash

Others

ସଳଖ ଦୃଷ୍ଟି - ୧

ସଳଖ ଦୃଷ୍ଟି - ୧

1 min
728


ସୃଜନଶୀଳତା ଶବଦ ଚାତୁରୀ

ଗଣିକି କେତେଙ୍କୁ ଦେଇଛି ବିହି;

ବ୍ରହ୍ମାସ୍ତ୍ର ପରାଏ ଭେଦି ତ ପାରିବେ

ସୃଷ୍ଟି ସମୂହର ବିକାଶ ପାଇଁ!

ଜୀବନ ଯେ କ୍ଷଣସ୍ଥାୟୀ!

ଧରାରୁ ଫେରିବା ଆଗରୁ କାହିଁକି

ଏତକ ଧ୍ୟାନରେ ରଖନ୍ତି ନାହିଁ?


Rate this content
Log in