STORYMIRROR

ଡୁଲେଶ୍ବର କୁମାର ସାହୁ

Children Stories

3  

ଡୁଲେଶ୍ବର କୁମାର ସାହୁ

Children Stories

ସଜ ଫୁଲ

ସଜ ଫୁଲ

1 min
150

ସ୍ଲାପ୍ ସାରା ଭର୍ତ୍ତି ହୋଇ ଫୁଟିଛି

ପେନ୍ଥା ପେନ୍ଥା ସଜ ଫୁଲ

ଦେଖିବାକୁ ବେଶ୍ ସୁନ୍ଦର

ଅନ୍ଧାରରେ ଲାଗୁଥାଏ

ଆକାଶର୍ ଝିକ୍ ମିକ୍ ତାରା ଭଳି

ଆଳୁଅରେ ଲାଗୁଥାଏ ରଙ୍ଗ ବେରଙ୍ଗ

ଲିଚୁ ବଲ୍ ଭଳି l


ସେ କୋଉଠୁ ଆସିଲା

ତା ପରିଚୟ ନିଖୋଜ୍ ହୋଇ

ବର୍ଷ ସାରା ରହିଛି

ଦେଖିବାକୁ ଆସନ୍ତି

ପୋଡଶୀ ଗାଁର୍ ଲୋକ

ଦେଖିଯାଆନ୍ତି ଇଲେକ୍ସନ୍ ରେ

ବୁଲୁଥିବା ମନ୍ତ୍ରୀ

ପ୍ରକାଶ ଛୋଟ ରାଏ

ସଜ ଫୁଲ ଦେଖି ସେ ନିଜେ

ନିଜ ଭିତରେ ପନ୍ଦର ମିନିଟ୍

ନିଖୋଜ୍ ପାଳଟି ଯାଆନ୍ତି l


ସଜ ଫୁଲକୁ ନେବା ପାଇଁ

ଆସନ୍ତି ଦେବଦାସ୍ ର ମାମୁଁ

କେଶବ୍ ରାଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍