ଶରତ ଆସିଛି ସରାଗ ନେଇ
ଶରତ ଆସିଛି ସରାଗ ନେଇ
1 min
230
ଶ୍ରାବଣ କୁ ବିଦାୟ ଦେଇ
ଶରତ ଆସିଛି ସରାଗ ନେଇ।
ଆସିଲା ସରାଗ ନେଇ ଶରତ
କରିବା ତାକୁ ଆମେ ସ୍ବାଗତ।
ଦୁର୍ଗା ମାଁ କରନ୍ତି ଆଗମନ
କେତେ ସୁନ୍ଦରରେ ବିତେ ଦିନ।
ଫୁଟେ ନାନାରଙ୍ଗର ଫୁଲ
ଫଳେ ବିଭିନ୍ନ ପ୍ରକାର ଫଳ ।
ସବୁ ଆସିଛି ସୁଖମୟ ବାସ
ଶରତ ଆସିଛି ସରାଗରେ ଆସ।
ଦେଖିବାକୁ କିସୁନ୍ଦର ଜଳ
ଦେଖାଯାଉଛି କେତେ ଉଜ୍ଜ୍ବଳ।
