STORYMIRROR

Sanjaya Naik

Others

4  

Sanjaya Naik

Others

ଦୀପାବଳି

ଦୀପାବଳି

1 min
261


ପହଞ୍ଚି ଗଲାଣିତ ଦୀପାବଳି

ତାକୁ ଜିବା ଆମେ କେମିତି ଭୂଲି।


ରଖିଛୁ ମନେ ତତେ ଆମ୍ଭେ ସଭେ 

ପାଳନ କରିବା ଆସିବୁଯେବେ।


ଦୀପାବଳି ଦିନ ଜାଳିବା ଦୀପ

ଜଳେଇ ଦେବୁ ଯେତେଥିବ ପାପ।


ବାଣ ଫୁଟିଳେ ହେବ କେତେ ଶବ୍ଦ

ରାତିରେ ଲାଗିବନି ଆଉ ନିଦ।


ରାତିରେ ଆକାଶେ ତାରା ଯେମିତି

ଘରକୁ ସଜାଇ ଥାନ୍ତି ସେମିତି।


ସଭେ ଫୁଟାଇବା ବହୁତ ବାଣ

ସମସ୍ତଙ୍କୁ ମୋର ଅଭିନନ୍ଦନ।


ବାଣ ଜାଳିବା ଅନେକ ପ୍ରକାର

ଶବଦ କରିବ ବିଭିନ୍ନ ସ୍ୱର।


ଫୁଟାଇବା ଆମେ ସତର୍କ ହୋଇ

ନାଇ ହେଲେ କ୍ଷତ ହୁଅଇ।



Rate this content
Log in