STORYMIRROR

Sanjaya Naik

Others

3  

Sanjaya Naik

Others

ମୋ ଦେଶ

ମୋ ଦେଶ

1 min
197


ଆସିଲା ଭାଇ ଅଗଷ୍ଟ ପନ୍ଦର

ଉଡୁଛି ତ୍ରିରଙ୍ଗା ହୋଇ ଫରଫର।

ନାରଙ୍ଗୀ,ସବୁଜ, ଧଳା ରଙ୍ଗ ତୋର

ମଝିରେ ରହିଛି ଅଶୋକ ଚକ୍ର।

ଆମେ ଅଟୁ ଏଦେଶର ବିର ସନ୍ତାନ

କେତେଯେ ଲୋକ ଦେଇଛନ୍ତି ବଳିଦାନ ‌

ଭୁଲି ଯାଇ ନିଜ ପରିବାର

ସେବା କଲେ ଭାରତ ମାଆ ଙ୍କର।

ତାଙ୍କୁ ପକେଇବା ପାଇଁ ମନେ

ରହିଅଛୁ ଆମେ ଏହି ଠାନେ।

ସ୍ୱାଧୀନତା ଦିବସ ମହାନ ଦିନ

ଆମର ମାତୃଭୂମିର ସମ୍ମାନ।

ଧନ୍ୟ ମୋ ଜନମ ଭାରତ ଭୂଇଁ

ତାଠାରୁ ପବିତ୍ର ଜଗତେ ନାହିଁ।



Rate this content
Log in