STORYMIRROR

Sanjaya Naik

Others

4  

Sanjaya Naik

Others

ଶୀତ କାଳ

ଶୀତ କାଳ

1 min
7


ପହଞ୍ଚିଅଛି ଶୀତ କାଳ

ଲାଗୁଚେ କେତେ କଆକଁର,

ଆମେ ସଭେ ପିନ୍ଧୁଛୁ 

ଜାଆକେଟ ସୁଇଟଅର।

କେବେ ଢାକୁଚେ କୁହୁଡି

କେବେ ନେଇ ଢାକୁଚେ,

ଯେତେ ଦୋଉଚେ ତପ

ଶୀତ ଟିକେ ଟିକେ ଲାଗୁଚେ।

 ଗାଦି ଗଲେ ପାଏନକେ ଦେଖି

ରମ ଜାଉଛେ ଟିଙ୍ଗେଇ,

ସେନ ଜାଉଛେ ଅଟକି

ଖାଲି ଭାବିଇ ଭାବିଇ।

ପାଏନକେ ଟିକେ ମୁହୁଁ ଧୋଏଲେ 

କେତେ କରୁଛେଁ କଆକଁର,

ଗାଦଶ କେଁ ଲାଗଲାନା

ମୋକେ ତୋ ଡର।

ଲପ ଲପୁଚେ ଡାଳ ପତର

ଶାଗ ସବଜି,

କେତେ ଦେଖବ ସଏଁରସ 

ମୂଲା ଭାଜି।

ନେଇ ଛାଡୁଚେ ଆର

ମୋକେ ସରଦି,

ସରଘଟ ସରଘଟ ଜୋଉଚେ

ଖାଲି ନାଦି।


Rate this content
Log in