Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Naik

Others

4  

Sanjaya Naik

Others

ହୋଲି

ହୋଲି

1 min
5



ଆସିଲା ରଙ୍ଗର ପରବ ହୋଲି,

ଯିବା ଆମେ କେମିତି ଭୁଲି।


ଗୋଟେ ପାଖେ ଆମେ ମିଲି,

ରଙ୍ଗରେ ହେବା ସବୁ ବୋଲି।


ରଙ୍ଗରେ ଭରି ରହିବ ଶରୀର,

ମୁହୁଁ ଚିନି ନାଇଁ ପାର କାହାର।


ଏ ଉତ୍ସବରେ ନାହିଁ ଭେଦ ଭାବ,

ରଙ୍ଗ ହେବ ନାହିଁ ଅଭାବ।


ଆସିଅଛି ବର୍ଷକୁ ଥରେ,

ଆଣିଛି ପ୍ରେମକୁ ସାଥିରେ।


ପାଲିବା ନାଚ ଗୀତ କରି,

ଶୁଭେଚ୍ଛା ପିଚକାରି ମାରି।।


Rate this content
Log in