STORYMIRROR

Manash ranjan Pattanayak

Others

3  

Manash ranjan Pattanayak

Others

ଶପଥ

ଶପଥ

1 min
222


ଚୋରି କରିନେବି ତୋ ଠାରୁ ତୋହର 

    ସାଇତା ଥିବା ସଂପଦ

ପ୍ରେମରେ ଭିଜିବି ପ୍ରେମିକ ପ୍ରବର 

     ନଆସୁ ଜମା ବିପଦ

ବିପଦ ଆସିଲେ ଟାଳିଦେବି ପରା 

     କରିଛି ଏଇ ଶପଥ

ତତେ ପାଇବାକୁ ସାହା ହେବେ ମତେ

      ମତେ ସେହି ଜଗନ୍ନାଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍