ଶିକ୍ଷକ
ଶିକ୍ଷକ
1 min
212
ଶିକ୍ଷା ଦେଇ ତୁମେ
ଭବିଷ୍ୟତ ଗଢିଲ
ହେ ଶିକ୍ଷକ
ପିଲାମାନଙ୍କ ଚାଟଶାଳୀରେ
ଗୁରୁଜ୍ଞାନ ଦେଇ
ନିଜକୁ ଗୁରୁପଦ ଉପାଧିରେ
ସଫଳତାର ଶିଖର ଚଢିଲ ।
ହେ ଶିକ୍ଷା ଦାତା
ତୁମେ ହିଁ ସାକ୍ଷାତ ପରମ ଈଶ୍ଵର
ତୁମରି ଶିକ୍ଷା ବଳରେ
ପିଲାମାନଙ୍କ ଭବିଷ୍ୟତ
ଉଜ୍ଜଳ ଆଲୋକସୀଖା
ତୁମେ ହିଁ ଶିକ୍ଷା ର ଶବ୍ଦକୋଷ
ହେ ଶିକ୍ଷା ଦାତା
ତୁମ ପଦଧୂଳି ନତ ମସ୍ତକ ।
