ଶୀତ ସକାଳ
ଶୀତ ସକାଳ
1 min
13.6K
ଶୀତ ସକାଳର
ଦୂର ତାଳବଣ
କେଇ ଟୋପା
କାକର ବିନ୍ଦୁର ସମାହର
ପୋଖରୀ କୂଳରେ ନୂଆ ବୋହୂ
ହାତେ ଲମ୍ବା ଓଢଣୀ ମୁଣ୍ଡରେ ତାର
ରାତି ନ ପାହୁଣୁ ଶହଳ ଶହଳ
ଗାଧୁଆ ତୁଠକୁ ହୁଏ ସେ ବାହାର......
