STORYMIRROR

Chittaranjan Lenka

Others

2  

Chittaranjan Lenka

Others

ସେ କିଏ

ସେ କିଏ

1 min
2.5K



ଭାବୁଛୁ କି ମୋତେ   ଲୋକ ଦେଖାଣିଆ

ପାଇଅଛି ତୋତେ ଭଲ

ଏହା ଭାବୁଛୁ କି      ଛାଡିଦେବି ତୋତେ

କଲେ ମୋତେ କଲବଲ


ତୋତେ ମୁଁ ଛାଡିଲେ          କେମିତି ବଞ୍ଚିବି

ତୁ ମୋର ଜୀବନ ଧନ

ଯେତେ ବି ଯନ୍ତ୍ରଣା          ମିଳୁଥାଉ ପଛେ

ତୁ ମୋହର ସବୁଦିନ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍