ସବୁ କୁମ୍ଭୀର କାନ୍ଦଣା
ସବୁ କୁମ୍ଭୀର କାନ୍ଦଣା
1 min
6.9K
ଆମନ୍ତ୍ରଣ କରି ନ ଥିଲା ତ
ଭୋକିଲା ଶ୍ଵାନ ଶୃଗାଳକୁ
ହେବାକୁ ସେ ଧର୍ଷିତା…
ମୃତ୍ୟୁ ପରେ ପୁଣି କାହିଁ
ଏତେ ବିଚାର ଆଲୋଚନା
ହେବ କାହିଁ ସେ ନିନ୍ଦିତା…||
ସବୁ ପ୍ରହସନ
ଅନ୍ୟାୟ ରାଜନୀତି ପଛରେ ନିରୀହ ଜୀବନକୁ ନ୍ୟାୟ ଦେଇ ନ ପାରି ନ୍ୟାୟ କାନ୍ଦୁଛି ……
ପୁଣି କାଲିକୁ କିଏ ବଳି ପଡିବ ତା'ର ଭାଗ୍ୟରେଖା
ନିର୍ଣ୍ଣୟ ଚାଲିଛି ……
ସବୁ କୁମ୍ଭୀର କାନ୍ଦଣା……