STORYMIRROR

Sisir Panda

Others

2  

Sisir Panda

Others

ସ୍ବଚ୍ଛତା

ସ୍ବଚ୍ଛତା

1 min
227



ସୁରା ପାନର ଏ ତ ଲକ୍ଷଣ

ରହେ ନାହିଁ ହିତାହିତ ଜ୍ଞାନ,

ମାଂସ ସହ ମିଶିଲେ ମଦିରା

ହଜାଏ ସମସ୍ତଙ୍କ କାଣ୍ଡ ଜ୍ଞାନ।

ଭାରତୀୟ ସ୍ବଚ୍ଛତାର ଜ୍ଞାନ

ସାରା ବିଶ୍ବରେ ଅଟେ ବିଦିତ

ଅନ୍ତର ଆମ ହୋଇଲେ ସ୍ବଚ୍ଛ

ବାହ୍ୟ ସ୍ବଚ୍ଛର ହେଜିବା ମୂଲ୍ୟ।।

ସ୍ବଚ୍ଛତା ଆଣଇ ଉତ୍ତମ ସ୍ବାସ୍ଥ୍ୟ

ସ୍ବଚ୍ଛତା ହେଉ ଆମ ପରିଚୟ

ପରିବେଶ ହୋଇଲେ ପରିଷ୍କାର

ଲଭିବା ସୁଖ,ଶାନ୍ତି ନିରନ୍ତର।।।


ଶିଶିର କୁମାର ପଣ୍ଡାା, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍