STORYMIRROR

Pramila Sahoo

Others

2  

Pramila Sahoo

Others

ସାଥି

ସାଥି

1 min
13.2K


ଜୀବନରେ ଗଢ଼ି ଉଠେ ଅନେକ ସମ୍ପର୍କ

କିଛି ସମ୍ପର୍କ ଦିଏ ଅସରନ୍ତି ସୁଖ ଖାଲି

ଆଉ କିଛି ସମ୍ପର୍କ ଆଖିରେ ଲୁହ ଦିଏ ଭରି

ଯେମିତି ଦୂର ଆକାଶେ ଜହ୍ନ ପରି

ସେମିତି ଜୀବନରେ ଆସେ ସମ୍ପର୍କ ଖାଲି

ବାସ୍ ଏଠି ସଭିଏଁ ସୁଖ ବେଳର ସାଥି

ଦୁଃଖ ବେଳେ କେହି ନୁହନ୍ତି

ନିଜ କାମ ପାଇଁ ହୁଅନ୍ତି ଅତି ନିଜର

କାମ ସରିଗଲେ କରିଦିଅନ୍ତି ସାତପର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍