STORYMIRROR

Ramesh Chandra Behera

Others

4  

Ramesh Chandra Behera

Others

ସ୍ୱାଭିମାନ

ସ୍ୱାଭିମାନ

1 min
147


ମୁଣ୍ଡର ଝାଳକୁ   ତୁଣ୍ଡରେ ମାରି ମୁଁ

    ଗଢୁଛି ମାଟି ବାସନ

ଏଥିରେ ଆମର   ପରିବାର ଚଳେ

    ବଞ୍ଚିଛି ମୋର ଜୀବନ ।

ଚାଇନା ପଦାର୍ଥ    ବଜାର ଆସିଲା

     ମିଳୁନି ଦୁଇ ପଇସା

ବିଦେଶୀ ହଟାଇ  ସ୍ବଦେଶୀ ହୋଇଲେ

     ରହିବ ଆମ ଭରସା  ।।

ଆମର ସଂସ୍କୃତି    ଆମେ ବଞ୍ଚାଇବା

     ବଢିବ ଦେଶର ମାନ

ଆମ ଦେଶ ଧନ  ମୋ ଦେଶେ ରହିବ

    ହେବା ଆମେ ସ୍ୱାଭିମାନ  ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍