STORYMIRROR

Sweta Mohanty

Others

3  

Sweta Mohanty

Others

ରଥଯାତ୍ରା

ରଥଯାତ୍ରା

1 min
377

ନବ ପଲ୍ଲବୀତ ନବ କୁସୁମିତ ‌ଆଜି ଏ ଧରା ଧରଣୀ 

ବଡ ଦାଣ୍ଡେ ଆଜି ପଡେ ହୁରି ରଥେ ବିଜେ ହେବେ ଜଗା ବଳିଆ ଏବଂ ସୁଭଦ୍ରା ଭାଉଣୀ

ରଥ କହେ କଥା ଏଠି ପଥ ବି କୁହେ କଥା

ତୁମ ଦର୍ଶନ ପାଇଁ ପ୍ରଭୁ ଭକ୍ତ ଶଯ୍ଯ କରେ କେତେ ଯେ ବ୍ୟଥା

ତୁମ ଦର୍ଶନେ ଆଜି ପଲ୍ଲବୀତ ହେବ ଏ ନୂତନ କୁସୁମ ଏବଂ ଦ୍ରୁମ ଏବଂ ଏ ମନୁଷ୍ୟ ଜୀବନ

ବରଷକେ ଥରେ ରଥେ ବିଜେ କରି ଦେଇ ଯାଅ ଦରଶନ

ମାଉସୀ ଘର ର ପୋଡ ପିଠା ପାଇଁ ଥାଏ ଟି ତୁମର ଆସକ୍ତି

କାଳିଆ ସାଆନ୍ତ ଵଡଦାଣ୍ଡେ ବିଜେ ହେବେ ଆଜି 

ହାରି ଭକ୍ତ ର ଭକତି ପାଖେ

କରି କରାଉଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ

କେତେ ଲୁଚକାଳି ପରେ ବଡ଼ଦାଣ୍ଡେ ବିରାଜିଲୁ ତୁହି

ତୁମେ ତ ଭାଗ୍ୟବିଧାତା ତୁମ ଦୟାରେ ସବୁ ଏଠି ସମ୍ଭବ ଆଶା ଅଛି ସଂସାର ରଥ ପୁଣି ଆଗପରି ଗଡିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍