STORYMIRROR

Liza Senapati

Children Stories

2  

Liza Senapati

Children Stories

ରଫ୍ ଖାତା

ରଫ୍ ଖାତା

1 min
147

ଅକାଂ ବକାଂ ଗାର,

ଅଧା ଗପ ଅଧା ଚିଠି,

ଅଧା ପ୍ରେମ ଅଧା ପ୍ରତାରଣା,

କିଛି ଫେଡାଣ ,କିଛି ମିଶାଣ,

ଅଳ୍ପ ଆଦର ,ଅଳ୍ପ ହତାଦାର,

ସବୁର ଗୋଟିଏ ଠିକଣା ,

ମୋ ରଫ୍ ଖାତା,

ଚିତ୍ର ବିଚିତ୍ରରେ ଭରା ,

ଅସଜଡା ଅଲୋଡ଼ା ଫର୍ଦ୍ଦ,

ମୋ ରଫ୍ ଖାତାର ଇତିହାସ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ