STORYMIRROR

Govind Patra

Others

4  

Govind Patra

Others

ରଜସଜ

ରଜସଜ

1 min
384

ଏତେ ସଜବାଜ କାହିଁ ହେଉ ଲୋ ଗୋରୀ

କାଳେ କା ନଜର ଲାଗିବ,

ତୋ ରୂପ ଲାବଣ୍ୟ ଦେଖିଦେଲା ପରେ

ଜହ୍ନ ବି ଇର୍ଷା ରେ ଜଳିବ।


ଭୂମି ଠୁ ଭୁମା ନ ଆଙ୍କିଲେ ତୋହର

କଲମ କି ଥୟ ଧରିବ,

ଦେଖି ମୋହିନୀ ବେଶ ମଧୁର ହସ

ହୃଦୟ କି ସ୍ଥିର ରହିବ..!


ବିନିଦ୍ର ରଜନୀ ରୂପଛବି ଟିଏ

ମନକୁ ନିଶ୍ଚୟ ଦହିବ,

ନିର୍ଲଜ କବି ଟା ନଲେଖିଲେ ପଦେ

ନିରାଶେ ରାତି ପାହିବ।


Rate this content
Log in