STORYMIRROR

Ambika Swain

Others

2  

Ambika Swain

Others

ରଜନୀ ଗନ୍ଧା

ରଜନୀ ଗନ୍ଧା

1 min
13.6K


ରଜନୀ ଗନ୍ଧାର ସୁରଭିରେ

ମହ ମହ ବାସ ମହକେ

ତନୁ ମନ କରି ପଲ୍ଲବିତ

ସ୍ନେହର ପାଖୁଡା ଝରେ,

ସ୍ନେହର ପାଖୁଡା ତୋଳି ଧରେ

ମମତା ଝରା ମଧୁ ପ୍ରୀତି

ଜୀବନର ଚଲାଢେଉ ରେ

ଗାଇ ଗାଇ ପ୍ରେମ ଗୀତି।


ଅମ୍ବିକା ସ୍ଵାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍