STORYMIRROR

Ambika Swain

Others

2  

Ambika Swain

Others

ରିମଝିମ ବର୍ଷା

ରିମଝିମ ବର୍ଷା

1 min
13.7K


ରିମ ଝିମ ବର୍ଷାରେ ଭିଜିବାକୁ ଭଲ ଲାଗେ

ନୀଳିମାକୁ ଚାହିଁ ଚାହିଁ

ସତରେ ମନ ହୁଏ ଭାରି ବଉଦ ଫାଙ୍କରେ

ଲୁଚି ଲୁଚି ଯିବା ପାଇଁ

ଭସାବାଦଲର ସାଥେ ସାଥେ ମୁହିଁ

ଲୁଚକାଳି ଖେଳି ଖେଳି

ହକି ଯାଆନ୍ତି କି ସେ ବହୁଦ ଉହାଡ଼େ

ପତ୍ତା ପାଆନ୍ତେନି କେହି ।।


***********

ଅମ୍ବିକା ସ୍ବାଇଁ


Rate this content
Log in