Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Keshab Chandra Dash

Abstract Classics Fantasy

3  

Keshab Chandra Dash

Abstract Classics Fantasy

ରାମ ବନ୍ଦନା

ରାମ ବନ୍ଦନା

1 min
9



ଶରଣ ପଶୁଛି ତୁମ ପାଦତଳେ 

ଆହେ ପ୍ରଭୁ ଅଯୋଧ୍ୟା ପୁରୁଷୋତ୍ତମ ।

ଯେତେଦିନ ଥିବି ଏ ଭବ ସଂସାରେ 

ଜପୁଥିବି ତୁମ ନାମ।


କେତେ ପାପିତାପି ତରିଗଲେ ପ୍ରଭୁ 

ତୁମ ନାମ ଜପି ଜପି ।

ସେହି ନାମାମୃତରୁ ମିଲିଯାଉ କିଛି

ଏତିକି ପ୍ରଭୁ ହେ ମୋର ବିନତି ।


ସଦା ଭକ୍ତି ପ୍ରେମେ ବାନ୍ଧିରଖ ମୋତେ

ତୁମେ ହିଁ ଜଗତ ଆଧାର ।

ଏକା ରାମନାମ ସତ୍ୟ ଦୁନିଆଁରେ

ବାକି ସବୁ ମିଥ୍ୟା, ତୁମେ ପ୍ରଭୁ ଅଟ ସାର।

ଜୟ ଶ୍ରୀ ରାମ।



Rate this content
Log in