STORYMIRROR

Ambika Swain

Others

2  

Ambika Swain

Others

ପୂଜା ଫୁଲ

ପୂଜା ଫୁଲ

1 min
13.6K


କଅଁଳ ଫୁଲଟି ଆଜି ମଉଳି ଯାଇଛି

ପ୍ରଚଣ୍ଡ ରୌଦ୍ର ତାପରେ

ନୀତି ଦିନ ସିଏ ଚାହିଁ ବସିଥାଏ

ଭ୍ରମରର ଆସିବା ବାଟରେ,

ଭ୍ରମର କିନ୍ତୁ ବାଟ ଭାଙ୍ଗି ଗଲା

ସୁବାସିତ ଫୁଲ ଗନ୍ଧରେ

ମଉଳ। ଫୁଲରେ ଅଉ କି ଲୋଡ଼ା

ଆସିବ କାହିଁ ସେ ଫେରିରେ ....!!

ପୂଜା ଫୁଲକୁ କିଏ ଚୋରୀ କଲା

ପ୍ରତିଶ୍ରୁତି ହେଲା ଗାର

ମଉଳ। ଫୁଲ ଆଉ ସତେଜ ହେବ କି

ଆସିବ ପୂଜାର ଘର ।।

ଅମ୍ବିକା ସ୍ୱାଇଁ


Rate this content
Log in