Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Others

2.5  

Sisir Panda

Others

ପ୍ରିୟା ମୋ

ପ୍ରିୟା ମୋ

1 min
202


🌹♥️ପ୍ରିୟା ମୋ♥️🌹
ବାହାରେ କୋହଲା
ଦିହ ଥରା ପବନ
ଭିତରେ ମୋ
ଉଷ୍ଣ ପ୍ରସବଣ, ♥️🌹
ପ୍ରିୟା ଗୋ
ମନେ ପଡେ ଆଜି
ସେ ପ୍ରଥମ ସ୍ପର୍ଶର
ଲାଜୁଆ ଶିହରଣ, ♥️🌹
ଭାଳେ ଆଜି ନିଶବ୍ଦ
ରାତିରେ, ଏକାନ୍ତ
ବେଳାରେ ଦେଖୁ ଦେଖୁ
ଦିନ ଗଲା ବିତି
କାଲିପରି ଲାଗେ
ସେ ଅଭୁଲା ଅତୀତ, ♥️🌹
ଆହା!ମନେ କି
ଉନ୍ମଦନା,ସେଥିରୁ
ଜାତ ରୋମାଣ୍ଟିକ
କଳ୍ପନାର ସୌଧ
ଉଦ୍ୟାନ ଘେରା
ବହି ଯାଉଥିଲା
ଏକ ଝରଣା, ♥️🌹
କଳ କଳ ନାଦ ତାର
ମୋ ପ୍ରେମୀ ମନକୁ
କରେ ଆକର୍ଷିତ,
ବସନ୍ତର ଆଗମନେ
କୋଇଲିର କୁହୁ ତାନ
ହୃଦେ ମୋ ଲଗାଏ
ମିଠା ଅଗନ, ♥️🌹
ମିଳନର ଆଶେ
ଚଗଲା ମନ ମୋ
ବାର ବାର ଆସେ
ତବ ପାଶେ, ♥️🌹
ତୁମର ସେ ସରଳ
ମନ ଲୋଭା ହସ
କ୍ଷଣିକେ କରେ ମୋତେ
ବଶ,ହୁଏ ମୁଁ ଅବଶ, ♥️🌹
ପ୍ରିୟା ଗୋ
ଦୂରେ ଥିଲେ ତୁମେ
ମନ ଝୁରେ ବାର ବାର
କରିବାକୁ ତବ ଦରଶନ, ♥️🌹
ପାଶେ ଥିଲେ ତୁମେ
ସବୁ ରାତି ଲାଗେ
ଜ୍ୟୋତ୍ସ୍ନାସ୍ନାତା,ତାର
ମହକିତ ବାସ, ♥️🌹
କରେ ମୋତେ ଆନମନା
ହୃଦ ବଗିଚାରେ ନାଚି
ଉଠେ ପ୍ରୀତିର ଝରଣା, ♥️🌹
ଆଜି ନିର୍ଜନ ବେଳାରେ
ରଜନୀର ଚତୁର୍ଥ ପ୍ରହରେ
ମନେ ମୋର ରୋମିଓ
ତରଙ୍ଗ,ପ୍ରେୟସୀର
ଆଲିଙ୍ଗନେ ଶୋଇ
ଯାଆନ୍ତି ମୁଁ ସବୁ
ଦିନେ।🌹🌹🌹
♥️ଶିଶିର,କଟକ। ♥️


Rate this content
Log in