STORYMIRROR

Sisir Panda

Others

2  

Sisir Panda

Others

ପ୍ରୀତିଫୁଲ

ପ୍ରୀତିଫୁଲ

1 min
428


ଅଛି ଝାଉଁ ବଣ
ଅଛି ବେଳାଭୂମି
ଅଛି ସ୍ମୃତି, ଅନୁଭୂତି
ନାହିଁ ସେ ନାୟିକା
ନାହିଁ ସେ ଉଦ୍ଦାମତା
ଅଛି ସେ କୀର୍ତ୍ତି
ହୃଦେ ମୋ ସାଇତା
ତୁମ ପ୍ରତିଛବି
ଝୁରେ ମୁଁ ତୁମକୁ ନିତି।
ଶିଶିର,କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍