Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Others

2  

Sisir Panda

Others

ପ୍ରେମାନୁଭୂତି

ପ୍ରେମାନୁଭୂତି

1 min
128


ଚୋରା ଚଇତାଳି କହିଗଲା କାନେ
ଅବି ନଯିବି ତବ ଉପବନେ
ଲାଗିଛି ତ ନିଆଁ ହୁଏ ମୁଁ ଛାନିଆ
ହେବି ନିଶ୍ଚେ ତୁମର ଦିନେନା ଦିନେ।
ଅଥୟ ମନକୁ କର ହେ ଆୟତ୍ତ
ବଢ଼ିଗଲେ କଥା ହେବ ଅଣାୟତ୍ତ
ସପନେ ସପନେ କର ବାର୍ତ୍ତାଳାପ
ପୀରତି ତ ମୋର ଅଟଇ ଶାଶ୍ବତ
ସମୟ ହୋଇଲେ ହେବ ସାକ୍ଷାତ।
।ଶିଶିର, କଟକ।


Rate this content
Log in