STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ପଞ୍ଚକ

ପଞ୍ଚକ

1 min
292

କାର୍ତ୍ତିକ ମାସର ଶେଷେ ଯେଉଁ ପାଞ୍ଚ ଦିନ 

ହିନ୍ଦୁ ଧର୍ମରେ ପାଇଛି ପଞ୍ଚୁକର ମାନ। 

ଦୋବୋତ୍ଥାନ ଏକାଦଶୀ କାର୍ତ୍ତିକ ପୂର୍ଣ୍ଣିମା 

ଏହି ଦିନ ମଧ୍ୟେ ଥାଏ ପୂଣ୍ୟର ଗାରୀମା। 

ଆମିଷର ପୂର୍ଣ୍ଣ ତ୍ୟାଗ, ସାତ୍ବିକ ଭୋଜନ

ବକ ପଞ୍ଚମୀ ପାଳନେ ବକ ତ୍ୟାଗେ ମୀନ। 

ମହା ପଞ୍ଚକ କେ କହେ କେ ବିଷ୍ଣୁ ପଞ୍ଚକ

ଭୀଷ୍ମ ଶରଶଯ୍ୟା ଯୋଗୁଁ ଏ ଭୀଷ୍ମ ପଞ୍ଚକ। 

ମହା ପୁଣ୍ୟପ୍ରଦ ଏଇ ପାଞ୍ଚଗୋଟି ଦିନ

ପବିତ୍ର ଚିନ୍ତା ଓ କର୍ମ ଦିଅଇ ସମ୍ମାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda