ଫରକ୍
ଫରକ୍
1 min
148
ସମ୍ପର୍କ ର ପୃଥିବୀଟା ବୁଲେ ଏଠି
ବୁଲେ ସବୁ ଚିହ୍ନା ଚିହ୍ନା ମୁହଁ
ନିଜର ସବୁ ଏଠି ଲାଗନ୍ତି ପର
ଆହା ପଦେ ପାଇଁ
କାହା ପାଖେ ନଥାଏ ସମୟ ।
ମୀରା ବି ପାଗଳ ଥିଲେ କୃଷ୍ଣ ପ୍ରେମେ
ରାଧା ବିତ ଥିଲେ
କିନ୍ତୁ ଦୁହିଁଙ୍କ ପ୍ରେମରେ ଫରକ୍ ଥିଲା
ଜଣେ ନିଜେ ହଜି ଯାଇଥିଲେ
ଆଉ ଜଣେ ଖୋଜୁଥିଲେ ।
