STORYMIRROR

Kalpana Mishra

Others

3  

Kalpana Mishra

Others

ଫରକ କାଠଗଡ଼ାର ***************

ଫରକ କାଠଗଡ଼ାର ***************

1 min
34

କାଠଗଡ଼ାର        

ଦୋଷ ଥାଉ କି ନଥାଉ

ଦୁନିିଆ ଆଖିରେ

ପାପୀ ଠାରୁ କମ୍ ନୁହେଁ ॥


କାଠଗଡ଼ାର

ପ୍ରଭୃ

ଭକ୍ତର ମନରେ

ଗୁମୁରି ଗୁମୁରି ଉଠୁଥିବା

ଲୁହର ସାଗରଠୁଁ

କ'ଣ କମ୍ କି ?


ଏ କ'ଣ କାଳର

ତରାଜୁୁରେ

ମଣିଷ ଓ ପ୍ରଭୃଙ୍କର

ତଉଲା ହେବାର ସମୟ କି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍