STORYMIRROR

Sasmita Acharya

Others

2  

Sasmita Acharya

Others

ପାରିବି ମୁଁ କେବେ ରହି

ପାରିବି ମୁଁ କେବେ ରହି

1 min
13.2K


ଦୁଆରକୁ ତୋର ଆସିବିନି ବୋଲି

ଅଭିମାନେ ସିନା ଆସିଲି କହି

ନ ଦେଖି ତୋ ମୁହଁ କେମିତି ଭାବିଲୁ

ପାରିବି ମୁଁ କେବେ ରହି……||


ତୋ ଠାରୁ ଦୂରେ ଟିକିଏ ରହିଲି

ତୁ କି ପାରିବୁ ସହି

ତୋ ଠାରେ ମାନ କରି କିବା ଲାଭ

ମିଛେ ଯାହା ଥିଲି କହି……||


Rate this content
Log in