Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract

3  

Suresh chandra Padhy

Abstract

ଓ ପ୍ରିୟା

ଓ ପ୍ରିୟା

1 min
134



ସୁରେଶ ଚନ୍ଦ୍ର ପାଢୀ

ଓ ପ୍ରିୟା ଓ ପ୍ରିୟା 

ଓ ପ୍ରିୟା ଓ ପ୍ରିୟା

ଭଲ ପାଇ ମୋତେ ଧୋକା  ଦେଇଦେଲୁ

ଭାରି ତୁ ଅମାନିଆ

ଓ ପ୍ରିୟା ଓ ପ୍ରିୟା


ଜହ୍ନ ସାଥେ ଦିନେ ତତେ ଦେଖିଥିଲି

ମନ ରାଇଜ ରେ ତତେ ରଖି ଥିଲି

ମିଠା କଥା କହି ମନ ମୋ ମୋହିଲୁ

ଚୋରା ପୀରତି ମୋ ସାଥେ କରିଲୁ


 ଛାଡି ତୁ ଯାଇଛୁ ଘନ ଅନ୍ଧକାରେ

 ଲଗାଇ ମନେ ନିଆଁ

ଓ ପ୍ରିୟା ଓ ପ୍ରିୟା


ସାଥି ହେବା ପାଇଁ ପାଖେ ଆସିଥିଲୁ

ପ୍ରେମ ଜାଲରେ ମୋତେ ଛନ୍ଦି ଦେଲୁ

ତୋ ଭରସାରେ ବାଟ ମୁ ଚାଲିଲି

ଅଧା ବାଟେ ମୋ ଏକା ହୋଇ ଗଲି


ବିଷ ଭରି ଦେଲୁ ମୋ ଜୀବନରେ

 ହେଲୁ ତୁ ଦଗା ଦିଆ

ଓ ପ୍ରିୟା ଓ ପ୍ରିୟା ।


Rate this content
Log in