Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shaikh mozahid mahatab

Others

3  

shaikh mozahid mahatab

Others

ନମୋ ଗଜାନନ

ନମୋ ଗଜାନନ

1 min
28


ନମୋ ଗଜାନନ ମୂଷିକ ବାହନ

ବିଶ୍ଵ ବନ୍ଦିତ ଠାକୁର

କି ଦେଇ ପୂଜିବି ତୁମକୁ ହେ ପ୍ରଭୁ

ତୁମେ ତ ସକଳ ସାର l


ଗଳାରେ ତୁମର ମୁକୁତାର ହାର

ଲଲଟେ ଚନ୍ଦନ ଗାର

ହସ୍ତରେ ଧରିଛ ଉପବ୍ରତ ପ୍ରଭୁ 

ନାମ ତୁମ ଲମ୍ବୋଦର ।


ସର୍ବ ଛାତ୍ର ଛାତ୍ରୀ କରୁ ଅଛୁ ଅଳି

ଦିଅ ବିଦ୍ୟାର ଭଣ୍ଡାର 

ଏ ସାରା ସଂସାର ହେଉ ପୂର୍ଣ୍ଣ

ପାଇ ତୁମ ଜ୍ଞାନ ଆଧାର l


Rate this content
Log in