STORYMIRROR

Sunanda Mohanty

Others

3  

Sunanda Mohanty

Others

ନିର୍ଣ୍ଣାୟକ

ନିର୍ଣ୍ଣାୟକ

1 min
18



ଜଗନ୍ନାଥ ତୁମେ ଶ୍ରେଷ୍ଠ 

ଗଜପତି ତୁମ ବରିଷ୍ଠ 

ବରିଷ୍ଠତା ଭିତ୍ତିକ କାମ ତାଙ୍କ ଗରିଷ୍ଠ 

ନିଜକୁ ନିଜେ ଶୃଙ୍ଖଳ ଭିତରେ 

ରଖିଗଲେ ପରାକାଷ୍ଠ 

ସର୍ଫରୀ ସିନା ଫର ଫର ହେବ 

ସମୁଦ୍ର ଭିତରେ ବଡମାଛ ଉପବିଷ୍ଠ 

ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ରେ 

କିଛି କିଛି ଲୋକ ଆକ୍ରାନ୍ତ 

ଆଉ କିଛି ମୁଜାହିଦ୍ଦିନ ଫେରନ୍ତା ବିଶିଷ୍ଟ 

ତାପରେ ଶ୍ରମିକ ପଥପ୍ରାନ୍ତେ ପାଇ କ୍ଲୀଷ୍ଟ 

କରୋନା ସଂକ୍ରମଣେ ସଂକ୍ରମିତ 

କ୍ଵାରେଣ୍ଟାଇନ ରେ ରହିଲେ 

ହୁଅନ୍ତୁ ଅବା ନହୁଅନ୍ତୁ ସନ୍ତୁଷ୍ଟ 

ପଛରେ ନିଶ୍ଚୟ ବୁଝିବେ ସେମାନେ 

କାଟିବାକୁ ପଡୁଛି ଭାଗ୍ୟରିଷ୍ଟ 

ଏକେ ତ ଆସୁଛି ମୌସୁମୀ ପାଖେଇ 

ବଢିବ ଆଶଙ୍କା ବିଜ୍ଞାନୀ କୁହଇ 

ଜୁନ ହେବ ନିର୍ଣ୍ଣାୟକ

ଜୀବନ ଜୀବିକା ଭିତରେ ସଂଘର୍ଷ 

ବାକି ଅଛି ଦେଖିବାକୁ ଅନିଷ୍ଟ 

ଅବା ଅବଶିଷ୍ଟ. ।


Rate this content
Log in