STORYMIRROR

Satyanarayan Sahoo ( Nitu )

Others

3.0  

Satyanarayan Sahoo ( Nitu )

Others

ନିର୍ବାଚନ

ନିର୍ବାଚନ

1 min
296


ତୁମେ ନିର୍ବାଚନୀ ଜାକଜମକଟେ

ଲକ୍ଷେ ପ୍ରତିଶୃତି - ଖେଳ ,

ରାଜନୀତି ନାମେ ମିଠା ପ୍ରତାରଣା

ତୁମେ ଗଣତନ୍ତ୍ର- କାଳ ।

ମୁଁହିଁ ଦୀନ, ହୀନ, ନିଃସ୍ଵ ନାଗରିକ

ବୁଝେ ନାହିଁ ତୁମ ଛଳ,

ପ୍ରଲୋଭନ ମୋହେ କେଡ଼େ ସହଜରେ

ବିକେ ମୋର ମୁଣ୍ଡ - ମୂଲ ।

ସତ୍ୟନାରାୟଣ ସାହୁ ( ନୀତୁ )

ଛତ୍ରଙ୍ଗ, ବୌଦ୍ଧ


Rate this content
Log in