Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyut lata Mishra

Others

2.5  

Bidyut lata Mishra

Others

ନିଃସଙ୍ଗ

ନିଃସଙ୍ଗ

1 min
217



ଭାବନା ମୋ ଏବେବି ସୁପ୍ତ 

ହୃଦୟ ର ନିଭୃତ କନ୍ଦରେ

ଖିଆଲି ମନରେ

ଖାଲି ଜଣାଯାଏ ଯା

ମୋ ଖାପଛଡ଼ା କଥାରେ।  


ମୁଁ ହୁଏନା ତ ତୃପ୍ତ 

ତୋ ମିଛିମିଛିକା ହସରେ

ଶିକ୍ତ ହୁଏ ନିତି ଯା

ତୋ ପାଇଁ ଝରୁଥିବା 

ଲୁହର ବୁନ୍ଦାରେ ।


ହୁଏନା ମୁଁ କ୍ଲାନ୍ତ

ଲୁହ ସବୁ ଲହୁ ହେଲା ପରେ

ଭାବୁଥାଏ ଖାଲି ଯା

ତୃଷ୍ଣା ମେଣ୍ଟାଇ ପାରେ କିସେ??

ମରୀଚିକା ପଥରେ ।


ଭାବନା ମୋ ଶାନ୍ତ

ଏଇ ନିଃସଙ୍ଗ ବେଳାରେ

ଖୁସି ହୁଏ ଖାଲି ଯା

ତୋ ବେଖିଆଲ ମନର

ବେହିସାଵ କଥାରେ ।



Rate this content
Log in