STORYMIRROR

Radhakanta Hota

Others

3  

Radhakanta Hota

Others

ନବ ପଲ୍ଲବିତ ବର୍ଷା ଆଗମନ

ନବ ପଲ୍ଲବିତ ବର୍ଷା ଆଗମନ

1 min
122


ନବ ପଲ୍ଲବିତ ଅଶାର ସଂଚାର 

ସବୁଜିମା ତହିଁ ଚିତ୍ର ବଳୟ !

ଆଙ୍କି ଦିଏ ଦେଖ ସୁଦୂର ଆକାଶେ 

ସାତରଙ୍ଗ ଇନ୍ଦ୍ରଧନୁ ତରଙ୍ଗ !

ଖରା ଆଲୁଅରେ ଝାପସା ଦେଖାଯାଏ 

ଦିଶେ ସାରା ଜଗତ ସବୁଜ !

ଲୁଚକାଳି ଖେଳେ ତହିଁ 

ସୂର୍ଯ୍ୟ କିରଣ ମେଘ ବଳୟ !

ସବୁଜିମା ଆଜି ଚିତ୍ରପଟରେ ଚିତ୍ର ତହିଁ ପ୍ରକୃତିର ରୂପ 

 ଯେତେ ଦେଖୁଥିଲେ ମନ ଭରେ ନାହିଁ ସବୁଜିମା ପ୍ରତିବିମ୍ବ !

ଆଲୋକିତ ସେହି ଆଲୋକ ଆଶାରେ ବିହଙ୍ଗଠୁ ଯାଏଁ କୀଟ 

ପ୍ରକୃତିର ଆଗମନରେ ଗ୍ରୀଷ୍ମପରେ ବର୍ଷା ଚାହିଁକୀ ଆଗନ୍ତୁକ !

ମଣିଷ ସ୍ୱାର୍ଥପର ନିଜ ସ୍ୱାର୍ଥ ପାଇଁ 

କରୁଛି ପ୍ରକୃତିର ନଷ୍ଟ !

ବଡ ବଡ ଅଟ୍ଟାଳିକା ଉଚ୍ଚ ଭୂମି ସହର 

ପ୍ରକୃତିର ଶୋଭା ହଜି ଗଲାଣି ଆଉ ନାହିଁ ଶୋଭାବିତ !

ଋତୁ ପରିକ୍ରମା ଚକ୍ରରେ ଆଉ ନାହିଁ ଶୋଭାବିତ 

ଏବେ ବି ସମୟ ଅଛି ପ୍ରକୃତିର କର ନାହିଁ ବିନାଶ !

 

   


Rate this content
Log in