ମା ଗୋ ତୋ କରୁଣା ଟିକେ ଲୋଡ଼ା
ମା ଗୋ ତୋ କରୁଣା ଟିକେ ଲୋଡ଼ା
ମା ଗୋ ତୋ କରୁଣା ଟିକେ ଲୋଡ଼ା
ମୋ ଜୀବନର ପ୍ରଥମ ସୋପାନ ଚଢ଼ିବାକୁ
ମା ଗୋ ତୋ କରୁଣା ଟିକେ ଲୋଡ଼ା
ଅନ୍ଧାରକୁ ଆଲୋକ ଅରି ଦେବାକୁ ।
ମା ଗୋ ତୁ କରୁଣାମୟୀ ବିଶ୍ୱ ବିଜୟିନୀ
ତୋ କରୁଣା ଲୋଡ଼ା ମାଗୋ ଘଟଗାଁ ଠାକୁରାଣୀ
ତୋ କରୁଣାର ହିସାବ ନାହିଁ କି ମା ଗୋ ଦୟାର ସୀମା ନାହିଁ
ତୁ ଶୁଣୁ ପ୍ରତିଟି ସମୟେ ଭକ୍ତର ପ୍ରତ୍ୟେକ ଗୁହାରୀ ।
ମା ଗୋ ତୋ କରୁଣା ଟିକେ ଲୋଡ଼ା
ମନକୁ ସ୍ଵଚ୍ଛଳ କରିବା ପାଇଁ !
ମା ଗୋ ତୋ କରୁଣା ଟିକେ ଲୋଡ଼ା
ଗରିବ ଅନାଥଙ୍କର ଦୁଃଖ ଦୂର କରିବା ପାଇଁ
କରୁଣାମୟୀ କଲ୍ୟାଣୀ ଶୁଣୁଥାଉ ସଦା ଭକ୍ତଙ୍କର ଗୁହାରୀ
ସେ ପାଇଁ ବୋଲାଉଛୁ ମାଗୋ ଘଟଗାଁ ତାରିଣୀ ।
ତୋ ପାଦତଳେ ମା ଗୋ ପ୍ରଣାମ ମୋହର
ଶୁଣୁଥିବୁ ଗୁହାରୀ ମା ଗୋ ସବୁ ଜନଙ୍କର
ଘଟଗାଁ ରେ ରହି ମା ଗୋ ବୋଲାଉଥିବୁ
ଘଟଗାଁ ଠାକୁରାଣୀ ସହସ୍ର ଜନଙ୍କର !
