STORYMIRROR

Liza Senapati

Others

3  

Liza Senapati

Others

ନାରୀ

ନାରୀ

1 min
272

ସବୁ ଅନ୍ଧାରକୁ ଦୂରଇ,

ପ୍ରେମର ଆଲୋକ ଦିଏ ବିଂଚି।

ଦିପ ଟିଏ ପରି ,

ଜଳି ଜଳି ଲିଭେ,

ପ୍ରତିବଦଳେ ଆଶା କିଛି ନରଖେ।

ସେ ରୁଦ୍ରାଣି,ସେ ଭବାନୀ,

ସେ ପୁଣି ଭୟଙ୍କରି।

କେବେ ସେ କୋମଳ ଫୁଲଟେ।

ପୁଣି କେବେ ସୁନାମୀ।

ନାରୀ ସେତ ମମତାର ମନ୍ଦିର।

ତା ପାଖରେ ଦୁନିଆର ସବୁ ଖୁସି,

ତା ବିନା ସବୁ ମିଛ ମରିଚୀକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ