STORYMIRROR

Ajita Mishra

Others

3  

Ajita Mishra

Others

ନାରୀ

ନାରୀ

1 min
262

କିଏ କହେ ନାରୀ

ଏବେ ନାରାୟଣୀ ନୁହେଁ

ନାହିଁ ତା'ର ସହିଷ୍ନୁତା

ଲଜ୍ୟା କିମ୍ବା

ସତୀତ୍ୱର ପରାକାଷ୍ଠା

କାଳେ କାଳେ

ସ୍ୱପ୍ନକୁ ସହିଦ୍ କରି

ସବୁ ଋତୁକୁ

ନିଜର କରେ ସିଏ

ବେଖାପ୍ ଲାଗିଲେବି

ବଞ୍ଚିଥିବାଯାକେ

ତପସ୍ୟାରେ

ଗଢ଼ି ଚାଲେ ଘରଟିଏ

ସବୁକିଛି ହରେଇ

ସହସ୍ର ଶାମୁକା

ଭାଙ୍ଗି ଚାଲେ

ମୁକ୍ତାର ସନ୍ଧାନରେ

ନିରବରେ

ସ୍ୱପ୍ନ ଦେଖେ

ଦଦରା ନାବ

ଦିଗହରା ହେଇ

ଭାସି ନଯାଉ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍