STORYMIRROR

Brajamohan Meher

Others

4.5  

Brajamohan Meher

Others

ମୋର ଭିତରେ ଯେତେ ଖଂଗତେ ଯଉଛେଁ

ମୋର ଭିତରେ ଯେତେ ଖଂଗତେ ଯଉଛେଁ

1 min
28

ମୋର ଭିତରେ ଯେତେ ଖଂଗତେ ଯଉଛେଁ

ମୋର ପେରେମ୍‌ ହେତକି ବଢ଼ତେ ଯଉଛେ

ତମେ ହେତକି ଆରୁ ସୁଂଦର ଲାଗୁଛ

ମୋର କଥାକେ ମୁଇଁ ତୋ ବାଖନୁଛେଁ।

ଯେତକି ମୁଇଁ ହଉଛେଁ ଅସାହା

ହେତକି ଆଘ୍‌ର ବଢ଼୍‌ତେ ମୋର ଯଉଛେ

ହେତକି ନିର୍‌ମଲ ଲାଗୁଛେ ପରକୁତି

ହୁରୁଦ୍‌ ମୋର ପରଛଲ ହେତେ ଯଉଛେ।

ବଡ଼ ହେଲେ ମୋର ବଢ଼ିଥିତା ଗର୍‌ବିତା

ସବୁବେଲେ ଦେଖଉଥିତିଁ ବଡ଼ପନି

ସାନେସୁରୁ ଭଲଗା କଲା ବିଧାତା

ନିଂଦୁଥିମି କାଏଁକାଜେ ନେଇଁ ଜାନି।

ନାଇଁ ନାଇଁ ସମଧୁର୍‌ ନାଇଁ ହଏଁ ମାଁ

ପାଏନ୍‌ ଢୁକେ ହେମି ଶୁଷାର କାଜେ

କାଏଁ କରମି ବଡ଼ପନିକେ ଜୁହାର ମୋର

ଯେନ୍‌ ନୁରୁଛେ ତା'କେ ହେ'ଟା ସାଜେ।

ନାଇଁ ଚାହେଁବାର ନାଇଁ ଚାହେଁବାର କିଛୁ ଗୋ

ପୀରତି ଲାଗି ମୁଇଁ ଏକା ଗୁଲ୍‌ଗୁଲା

ନେଇଁ ନୁରା ଲୋକଦେଖାନି ଦରବ୍‌କେ

ସୁଇନ ପୀରତି ଗୁରୁର ଏକା ମୁଇଁ ଚାଲା।

-----------------------

(କୋଶଲୀ ଭାଷାର ଗୁଟେ ପୁରନା ଲେଖା)


Rate this content
Log in