STORYMIRROR

Pramila Sahoo

Others

2  

Pramila Sahoo

Others

ମୋ ଗାଁ

ମୋ ଗାଁ

1 min
2.5K


ସୁଶୀତଳ ସୁମଧୁର ବାସ୍ନା

ମୋ ଗାଁର ସୁନେଲି ଧାନ ବିଲ

ଆଉ ବହିଯାଏ ସରୁ ନାଳ ଟିଏ

ମୋ ଗାଁର ଶେଷ ମୁଣ୍ଡକୁ ବରଗଛ

ଧୀରେ ଧୀରେ ବହିଯାଏ ଶୀତୁଆ ପବନ

ସବୁ ଦୁଃଖ ଯନ୍ତ୍ରଣା ଭୁଲି ଯାଏ ଏଇ ମନ

ବଢେଇ ପାଳରେ କଇଁଆ ଗଛ

ଯେମିତି ଚାହିଁ ରହିଥାଏ ଫେରିବା ପଥକୁ

ବାସ୍ ସେମିତି ମୋ ଗାଁର ବେଙ୍ଗୁଲି ବୁଢ଼ୀ

ଚାହିଁ ରହିଛି ପୁଅ ପଥ

ତାଳ ବଣରେ କୋଇଲି ଗାଉଛି ଗୀତ

ମୋ ଗାଁ ମୋ ପାଇଁ ସବୁଠାରୁ ସୁନ୍ଦର....

.

ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍