STORYMIRROR

Ajita Mishra

Others

2  

Ajita Mishra

Others

ମୋ ବାପା

ମୋ ବାପା

1 min
331


ଜି ପି ଏଫ୍ ସାରିଦେଲେ

ଝିଅ ବାହାଘରେ

ଦୁଇଖଣ୍ଡ କୁର୍ତ୍ତା ପିନ୍ଧି

ଧନୀ ହୋଇଥିଲେ

କଣ୍ଟିକାଣ୍ଟି ଚଳିସିଏ

ଘର ତୋଳିଥିଲେ

ପୁଅ ବୋହୂ ସୁଖ ପାଇଁ

ତାକୁ ବିକିଦେଲେ

ହଠାତ୍ ସକାଳୁ ଥରେ

କଷା ଚାଆ ପିଇ ବାପା

ଚିର ନିଦ୍ରାରେ ଶୋଇଲେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍