ମନର ଦୁଃଖ
ମନର ଦୁଃଖ
1 min
14.1K
ଅମାନିଆ ଲୁହ ମାନେନା ସେ କିଛି
ଅଦିନ ବର୍ଷା ପରି ଯାଏ ସେ ବରଷି
ମନର ଭାବ ପ୍ରକାଶ କରିବା ପୂର୍ବରୁ ଓଠ ପିଇଯାଏ ଲୁହ
ଯେମିତି ସେ ମନର ଭାବ ବୁଝିପାରିଲା
ଆଖିରେ ଶ୍ରାବଣ ଧାରା ହେଇ ବରଷିଗଲା
ଲୁହ ପିଇଗଲା ଓଠ ସତ
ମନର ଦୁଃଖ ନେଇପାରିଲା ନାହିଁ...
- ପ୍ରମିଳା ସାହୁ
