STORYMIRROR

Sisir Panda

Others

2  

Sisir Panda

Others

ମନୋଭାବ

ମନୋଭାବ

1 min
427


ସତ୍ୟ ହେଉ କବିଙ୍କ ମହତ ଚିନ୍ତନ

ପ୍ରଭୁ ଏହା ମୋର ମନ ଭାବନ

ଜ୍ଞାନାଲୋକେ ଅପସରୁ ଅମା ଅନ୍ଧାର

ଉନ୍ନତ ହେଉ ସଭିଙ୍କ ବିଚାର।

ଦିବ୍ୟ ଚେତନାର ଧରାବତଣ

ସମୟ ହୋଇଛି ଉପନୀତ

ସ୍ରଷ୍ଟାଗଣ ଜଗାଅ ନର ଚେତନ

ବିଶ୍ବ ହେଉ ଦିବ୍ୟ ଉପବନ।

ଶ୍ରେଷ୍ଠ ସ୍ରଷ୍ଟାଙ୍କୁ କର ହେ ଦର୍ଶନ

ଶୟନେ ସପନେ ବା କାର୍ଯ୍ୟରତେ

ତେବେ ହେବ ସତ୍ୟର ଆଗମନ

ସର୍ବ କାର୍ଯ୍ୟ ଚାଲିବ ବ୍ୟବସ୍ଥିତେ।

ଶିଶିର କୁମାର ପଣ୍ଡା, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍