STORYMIRROR

Chittaranjan Lenka

Others

2  

Chittaranjan Lenka

Others

ମଙ୍ଗଳ କାମନା

ମଙ୍ଗଳ କାମନା

1 min
2.4K


ମଙ୍ଗଳ କାମନା      କରାଯାଇଥାଏ

ମଙ୍ଗଳ ହୋଇବା ପାଇଁ

ଆଉ ସେ ମଙ୍ଗଳ     ଆବାହନ ହୁଏ

ମଙ୍ଗଳା ଅଷ୍ଟକ ଗାଇ


ସର୍ବ ମଙ୍ଗଳର        ଅଧିକାରିଣୀ ଯେ

ସେ ବି ପୁଣି ସର୍ବଂସହା

ତାଙ୍କ ପାଦ ପଦ୍ମେ    ଧ୍ୟାନ ରଖି ଦିଅ

ସେଇ ତ ମଙ୍ଗଳା ମାଆ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍