STORYMIRROR

shaikh mozahid mahatab

Others

3  

shaikh mozahid mahatab

Others

ମଲା ନଈ

ମଲା ନଈ

1 min
128

ଚିହ୍ନା ଚିହ୍ନା ଆକାଶ

ଭରା ନ‌ଈ

ଅସରନ୍ତି ଝରା ଫଗୁଣ

ଲେଉଟାଣି ଖରା, ମଲା ଛାଇ

ମୁଠେ ଭୋକ

ହଳେ ଦେହ

ବାସ୍! ବାସ୍! ଏତକ ତ

ନିଅଣ୍ଟ ଯାଯାବରକୁ ଡାକଟିଏ

ଦେବା ଲାଗି...।

ହୃଦୟର ମଲା ନଈରେ 

ଚାଲୁ ଚାଲୁ ଝୁଣ୍ଟି ପଡ଼େ 

ପଡିଥିବା ସ୍ମୃତି ପଥରରେ

ଭରିଯାଏ ନଈ ଲୁହ ଆଉ ଲୋହୁରେ

ସ୍ପଷ୍ଟ ଦିଶେ ତୋ ପାଦ ଚିହ୍ନ

ମୋର ସବୁ ଲେଖାରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍