STORYMIRROR

Chittaranjan Lenka

Others

2  

Chittaranjan Lenka

Others

ମା ତାରିଣୀ

ମା ତାରିଣୀ

1 min
13.2K


ଅତି ସହଜରେ ଯା କରୁଣା ମିଳେ

ମିଳେ ଯା ପଣତକାନି

ଅନୁଭବି ଯିଏ ନିଶ୍ଚୟ କହିବ

ସିଏ ଘଟଗାଁ ତାରିଣୀ

ନଡିଆ ମନ୍ଦାର ଅତି ପ୍ରିୟ ତାର

ଭକତିରେ ଟେକିଦିଅ

ମୋ କଥାର କେତେ ସତ୍ୟତା ରହିଛି

ନିଜେ ବନ୍ଧୁ ବୁଝିନିଅ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍