STORYMIRROR

Sisir Panda

Others

2  

Sisir Panda

Others

କୃତଘ୍ନ

କୃତଘ୍ନ

1 min
357


ସ୍ବାର୍ଥ ଥିଲେ କାହା ଠାରେ
କହନ୍ତି ଚହଟ ଚିକ୍କଣ କଥା
କାର୍ଯ୍ୟ ହାସଲ ସରିଲେ
ଦିଅନ୍ତି ଉପକାରୀକୁ ଶକ୍ତ ଧକ୍କା।
ଏଭଳି କୃତଘ୍ନକୁ ଦୂରୁ ଜୁହାର
ସ୍ବାର୍ଥ ପାଇଁ ସେ କରେ ବେପାର
ଜାଣେ ନାହିଁ ମୁଢ଼ ତାର ପରିଣାମ
ଅନ୍ତେ କେହି ନ ହୁଅନ୍ତି ତାର।
ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍